ସିଏସସି ଡିଜିଟାଲ ସେବା - ଅଫିସିଆଲ୍ ଥିମ୍
ଭୂମିକା
ସିଏସସି ଭିଏଲଇ ମାନେ ଗାଁ ଗାଁରେ ଡିଜିଟାଲ ସେବା ପହଞ୍ଚାଇବାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାନ୍ତି। ସେମାନେ ନିଜର ଅର୍ଥ ନିବେଶ କରି ବିଭିନ୍ନ ସରକାରୀ ଏବଂ ବେସରକାରୀ ସେବା ଦେଇଥାନ୍ତି।
ଉଦାହରଣ: ଏକ ବୃଦ୍ଧ ବ୍ୟକ୍ତିଙ୍କୁ ପିଏମ୍-କିସାନ ଯୋଜନାରେ ଲିଙ୍କ କରି ସେ ମାସିକ ଇନ୍ସେନ୍ଟିଭ୍ ପାଇଛନ୍ତି। ସେ କହିଲେ - "ତୁମେ ମୋ ଜୀବନ ବଞ୍ଚାଇଲା।"
ସେବା ଗୁଡ଼ିକ
- ଆଧାର, ପାନ୍, ଭୋଟର୍ ଚିଠି
- ଗାଡ଼ି ଲାଇସେନ୍ସ, ଜାତି/ଆୟ/ନିବାସ ପ୍ରମାଣପତ୍ର
- ଆୟୁଷ୍ମାନ, ପିଏମ୍ କିସାନ, ବ୍ୟାଙ୍କିଂ
- ପିଏମଏଫ୍ ବିଏଓଏଇ ଇନ୍ସୁରେନ୍ସ
ଆମର ଦାବି
ଆମେ ସମ୍ମାନ ଚାହୁଁଛୁ। ସରକାରୀ ଭାବେ ମାନ୍ୟତା, ନ୍ୟାୟସଂଗତ ଆୟ ଏବଂ ଆଇନି ସୁରକ୍ଷା ଆମ ପାଇଁ ଅତ୍ୟନ୍ତ ଆବଶ୍ୟକ।

No comments:
Post a Comment